Monday, 3 November 2025

ମାଆ କମଳା ସେବିତ ଗୋବିନ୍ଦଙ୍କ ଛନ୍ଦା ଚରଣକୁ

ମାଆ କମଳା ସେବିତ ଗୋବିନ୍ଦଙ୍କ ଛନ୍ଦା ଚରଣକୁ ଚକାଡୋଳାଙ୍କ ଭାବ ସମୁଦ୍ରରେ ବୁଡିକି ଖୋଜୁଛି ଗରୁଡ ପଛରେ ଭାବର ଗଭୀରତା ଏଗାର ତାଳ ଉର୍ଦ୍ଧକୁ ଦୁଇ ଭୁଜ ତୋଳି ଉଦ୍ଧର ବୋଲି ଡାକୁଛି

No comments:

Post a Comment