Wednesday, 5 November 2025

ସଂସାରରେ ସଭିଙ୍କୁ ଲୋଡ଼ା ବିଶ୍ଵସ୍ଥ ଚରଣ କିଙ୍କର

ସଂସାରରେ ସଭିଙ୍କୁ ଲୋଡ଼ା ବିଶ୍ଵସ୍ଥ ଚରଣ କିଙ୍କର ହରି ହେ କେହି ଜଣେ ବିଶ୍ୱାସ ନ କରିଲେ ମୋତେ ଭଵ ବନ୍ଧ ବିମୋଚନ ପ୍ରାରବ୍ଧ ଖଣ୍ଡନ ଋଣ ବିମୋଚନ ଉଦ୍ଧାର ହେ ଆତ୍ମାର କାନ୍ତ ଗୁହାରି କରିବଇଁ କେତେ

No comments:

Post a Comment