Saturday, 1 November 2025

ଅଣଚାଷ ଅକ୍ଷର

ଅଣଚାଷ ଅକ୍ଷର ଚଷିଲା ଏହି ଅଧମ ଋକ୍ମଣୀ ହୃଦୟ ଗୋବିନ୍ଦ ହର୍ଷ ପାଇଁ ଅମଳ ଚନ୍ଦନ ଅର୍ଗଳୀରେ ଥୋଇଲି ଚାହିଁଛି ଚକାଡୋଳା ପଢୁଛକି ନାହିଁ

No comments:

Post a Comment