Saturday, 1 November 2025

ତୋତେ ଝୁରି ଝୁରି ସରି ଗଲି ହେ ଗୋବିନ୍ଦ

ତୋତେ ଝୁରି ଝୁରି ସରି ଗଲି ହେ ଗୋବିନ୍ଦ ତୋର ଛନ୍ଦା ଚରଣ କମଳ ସ୍ପର୍ଶ ବ୍ରହ୍ମାନନ୍ଦ ତୋତେ ଥରେ ନୁହଁ ଚକ୍ଷୁ ସଦା ଲଭୁଥାଉ ସମ୍ପଦ ବିପଦ ଜାଗ୍ରତ ସୁଷୁପ୍ତି ନିଗୁଢ଼ ନିଦ

No comments:

Post a Comment