Sunday, 2 November 2025

ଲକ୍ଷ୍ମୀ ନୃସିଂହ ଓଁ ନମଃ ନାରାୟଣ ସର୍ବ ଜୀବ ଆତ୍ମା

ଲକ୍ଷ୍ମୀ ନୃସିଂହ ଓଁ ନମଃ ନାରାୟଣ ସର୍ବ ଜୀବ ଆତ୍ମା ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ର ପଞ୍ଚ ଭୁତ ଅଛନ୍ତି ତାହାର ସାକ୍ଷୀ ପହଣ୍ଡି ବିଜୟ ବ୍ରହ୍ମଦାରୁ ଆଲିଙ୍ଗନ କେଡ଼େ ନିବିଡ ଲଭିଛି ଯେହୁ ସମ୍ପୂର୍ଣ୍ଣ ମୁକ୍ତ ତାହାର ଜୀବନ ପକ୍ଷୀ

No comments:

Post a Comment