Tuesday, 4 November 2025

ବିଷ୍ଣୁ ମାୟା ମୋହିନୀ ରୂପରେ ହୋଇଣ ମତି ଭ୍ରମ

ବିଷ୍ଣୁ ମାୟା ମୋହିନୀ ରୂପରେ ହୋଇଣ ମତି ଭ୍ରମ ବିଷ୍ଣୁ ପାଟରାଣୀ ପାଦ କମଳରେ ଲୋଡ଼ିଲି ଆଶ୍ରୟ ବିଷ୍ଣୁ ପରମ ଦାସ ଅନନ୍ତ ବାସୁକୀ ଅନୁଗାମୀ ହେଲି ବିଷ୍ଣୁ ହେଲେ କୃଷ୍ଣ ଛନ୍ଦାପାଦ ଲଭିଲି ବ୍ରହ୍ମ ପ୍ରଶୟ

No comments:

Post a Comment