Tuesday, 4 November 2025

ହୃଦୟ ଥିଲେ ସିନା ଶୁନ୍ୟତା କଣ ବୁଝନ୍ତୁ

ହୃଦୟ ଥିଲେ ସିନା ଶୁନ୍ୟତା କଣ ବୁଝନ୍ତୁ ଭକ୍ତମାନେ ନେଇଯାଇଛନ୍ତି ଚୋରି କରି ପାଦ ଥିଲେ ସିନା ହୃଦୟ ମନ୍ଦିର ଆସନ୍ତୁ ନୀଳାଚଳେ ବସିଛୁ ଦାରୁବ୍ରହ୍ମ ହୋଇ କରି

No comments:

Post a Comment