Wednesday, 5 November 2025

ବ୍ରହ୍ମଦାରୁ ପାଦ ରେଣୁ ଏହି ଦୃଶ୍ୟ ଅଦୃଶ୍ୟ ଅଖିଳ ବିଶ୍ୱ

ବ୍ରହ୍ମଦାରୁ ପାଦ ରେଣୁ ଏହି ଦୃଶ୍ୟ ଅଦୃଶ୍ୟ ଅଖିଳ ବିଶ୍ୱ ଯାହା କିଛି ବି ଇନ୍ଦ୍ରିୟ ଅନୁଭୂତ ଜଣା ଅବା କି ଅଜଣା ଚନ୍ଦନ ଅର୍ଗଳୀ ଚତୁର୍ଦ୍ଧା ମୂର୍ତ୍ତି ସକଳ ଜୀବ ଆତ୍ମା ସଜ୍ଞା ଚକାଡୋଳା ମହାବାହୁ ପରମ ଆଶ୍ରୟ ବୁଝ ପଥ ବଣା

No comments:

Post a Comment