Sunday, 2 November 2025

ବିପଦ ଭଞ୍ଜନ ପ୍ରାରବ୍ଧ ଖଣ୍ଡନ ଓଁ ସାଇରାମ ଗଲେ

ବିପଦ ଭଞ୍ଜନ ପ୍ରାରବ୍ଧ ଖଣ୍ଡନ ଓଁ ସାଇରାମ ଗଲେ ପ୍ରାଣଠାରୁ ବଳି ପିତା ମାତା ଛାଡି ଚାଲିଗଲେ ହାତ ଦେଖାଅ ତୁମ୍ଭ କର ଚରଣ ଭରିଦିଅ ମନେ ସାହସ ଛଳନା କରନା ଆଉ ତୁମ୍ଭେଟି ଅଧାଗଢା ଜଗନ୍ନାଥ

No comments:

Post a Comment