Tuesday, 4 November 2025

କୃଷ୍ଣ ରୂପ ଚିନ୍ତାରେ ମହାଦେବଙ୍କର ମୁଣ୍ଡ କେଶ ଜଟା

କୃଷ୍ଣ ରୂପ ଚିନ୍ତାରେ ମହାଦେବଙ୍କର ମୁଣ୍ଡ କେଶ ଜଟା ଛନ୍ଦା ପାଦ ପଖାଳିବାକୁ ମହୋଦଧିରେ ଜୁଆର ଭଟ୍ଟା ଅଖିଳ ବ୍ରହ୍ମାଣ୍ଡ ବୁଡ଼ିଲା ଚକାଡୋଳା ଭାବ ସମୁଦ୍ରରେ ବାଳ କିଶୋର ଯୌବନ ଯାଇ ଜରାରେ ବଙ୍କିଲା ଅଣ୍ଟା

No comments:

Post a Comment