Sunday, 2 November 2025

କପାଳେ ଘେନିଲି

କପାଳେ ଘେନିଲି ଚନ୍ଦନ ଟୋପା ତ୍ରିକୂଟେ ନାରାୟଣ ଅନନ୍ତ ଶୟନ ହୃଦୟେ ଚିନ୍ତିଲି କୃଷ୍ଣ ଛନ୍ଦା ଚରଣ ମିଠା କରିବାକୁ ହରିନାମ ଗାୟନ

No comments:

Post a Comment