Saturday, 6 June 2026

ଚାହାଁ ଚାହାଁ ଅପଲକ ଚକାଡ଼ୋଳାଙ୍କୁ ପ୍ରାଣ ମିତଣୀରେ

ଚାହାଁ ଚାହାଁ ଅପଲକ ଚକାଡ଼ୋଳାଙ୍କୁ ପ୍ରାଣ ମିତଣୀରେ ନୀଳ ଗଗନରେ ଫର ଫର ଉଡୁଥିବା ପତିତପାବନକୁ କଳାମେଘ ଦେହରେ ହଂସ ଦଳ ଚାଦର ତୁଳସୀ ସରି ଆତ୍ମା ଲୋଟିଯାଏ ଛନ୍ଦାପାଦରେ ମୁଁ ବିକିଦେଲି ପ୍ରାଣକୁ

No comments:

Post a Comment