Saturday, 6 June 2026

ଆହାଃ କିଵା ବ୍ରହ୍ମାନନ୍ଦେ

ଆହାଃ କିଵା ବ୍ରହ୍ମାନନ୍ଦେ ଝୁଲି ଝୁଲି କାଳିଆ ନାଚୁଛନ୍ତି ହାଇଁ ପାଇଁ ମୋର ଆତ୍ମା ନଇଁ ନଇଁ ଯାଏ ଛୁଇଁବାକୁ ଭକ୍ତ ହିତ ଚକାଡୋଳାକୁ ବୁଲେଇ ବୁଲେଇ ଦେଖୁଛନ୍ତି ମୋ ପ୍ରାଣ ଝୁରି ମରେ ଘୋଷଯାତ୍ରା ଠେଲା ପେଲାକୁ

No comments:

Post a Comment