Sunday, 7 June 2026

ଗୋପାଳ ବାଳ କପାଳରେ ବଡ ଚନ୍ଦନ ଠୋପା

ଗୋପାଳ ବାଳ କପାଳରେ ବଡ ଚନ୍ଦନ ଠୋପା ସତେ କିବା ଅମାବାସ୍ୟା ରାତ୍ରିରେ ପୁର୍ଣ୍ଣମୀ ଚନ୍ଦ୍ର କେବଳ କାମନା କୃଷ୍ଣ ଛନ୍ଦା ଚରଣରେ ଲୋଟବି ଲୋଡ଼ା ନାହିଁ ସିଦ୍ଧି ନିଧି ଇଚ୍ଛା ନାହିଁ ହେବି ଇନ୍ଦ୍ର

No comments:

Post a Comment