Sunday, 7 June 2026

କୃଷ୍ଣ ନାମ ଜପ ରସନା କୃଷ୍ଣ ରୂପ ସ୍ମର ମାନସ

କୃଷ୍ଣ ନାମ ଜପ ରସନା କୃଷ୍ଣ ରୂପ ସ୍ମର ମାନସ ଆତ୍ମା ହୃଦ ପଦ୍ମ କେଶରରେ କୃଷ୍ଣ ଛନ୍ଦା ଚରଣ କୃଷ୍ଣ ଯଶକୁ କର୍ଣ୍ଣ କୃଷ୍ଣ କୀର୍ତ୍ତନକୁ ଚଳ ଚରଣ କୃଷ୍ଣ ସନାତନ ଧର୍ମ ସମାନ ମଙ୍ଗଳ ଆଚରଣ

No comments:

Post a Comment