Sunday, 7 June 2026

ନିମ୍ବ ଦାରୁରେ ଅଧାଗଢା ଚକା ଚକା ଆଖିଡୋଳା

ନିମ୍ବ ଦାରୁରେ ଅଧାଗଢା ଚକା ଚକା ଆଖିଡୋଳା ସତରେ ନିଶ୍ଚୟ କିଛି ମୋହନୀ ଜାଣ ବନମାଳୀ ଗରୁଡ ପଛରୁ ଅଭାବି ଦୁଃଖି ଯେ କେହି ଦେଖୁଛି ଆତ୍ମାରୁ ଭୁରି ପ୍ରଂଶସା ବ୍ରହ୍ମାନନ୍ଦ ଚନ୍ଦନ ଅର୍ଗଳୀ

No comments:

Post a Comment