Sunday, 7 June 2026

ମୁଣ୍ଡରେ ବାଳ ଜଟା ହେଲେ

ମୁଣ୍ଡରେ ବାଳ ଜଟା ହେଲେ କେହିବି ହୁଏ ନାହିଁ ଶଙ୍କର ବରଡ଼ା ଛତା ହସ୍ତରେ କେହି ହୁଏ ନାହିଁ ଅଲେଖ କିଙ୍କର ଗେରୁଆ ଚେଲାଙ୍କୁ ଦେଖି ସନ୍ଦେହ ଲାଗିଲେ ଦୂରୁ ଜୁଆର ମିଲି ଟିଙ୍କୁ କହନ୍ତି ଛଦ୍ମ ବେଶରେ ବାସନା ଭରିବା ଚକ୍କର

No comments:

Post a Comment