Sunday, 7 June 2026

ମୁକ ବଧିର ତୁମେ ହୋଇ ସଂସାର ପାଳକ ମୋର ଇନ୍ଦ୍ରିୟମାନଙ୍କ ମନ ସଦା ଟକ ମକ ସତ୍ୟ ଧର୍ମ କ୍ଷମା ଅହିଂସା ପ୍ରେମର ଗଣ୍ଠିଲି ଥରେ ଖୋଲି ଦେଖିବାକୁ ଆତ୍ମା ସଦା ରଙ୍କ

No comments:

Post a Comment