Friday, 10 July 2026

ଧର୍ମର ଅବକ୍ଷୟ ହେଲେ

ଧର୍ମର ଅବକ୍ଷୟ ହେଲେ ତୁମ୍ଭେ ଜମାରୁ ସହି ପାରନା ହେ ଅପଲକ ଦେଖ ମୋ ଦେହେ କେତେ ପାପ କ୍ଷତ ପତିତ ପାବନ ବାନା ନିଳଚକ୍ରରେ ଉଡେ ଫର ଫର ଅଶରଣ ଶରଣ କୃଷ୍ଣ ଉଦ୍ଧର ହେ ସନ୍ତାପ ହେଉ ଅନ୍ତ

No comments:

Post a Comment