Friday, 10 July 2026

ବୁଲି ବୁଲି ଇନ୍ଦ୍ରିୟ ବୈଷ୍ଣବ ଦୁଆର ଝାଡୁ କରୁଥାନ୍ତି

ବୁଲି ବୁଲି ଇନ୍ଦ୍ରିୟ ବୈଷ୍ଣବ ଦୁଆର ଝାଡୁ କରୁଥାନ୍ତି ଶରୀର ନିଷ୍କାମ ପ୍ରେମରେ ଜୀବନକୁ କରୁ ସାକାର ହାତ ଗଣତିରେ ଶ୍ରୀଗୁଣ୍ଡିଚା ଯାତ୍ରା ଆଉ ପାଞ୍ଚ ଦିନ ସକଳ ବିକାର ତେଜି ହୁଅ ମନ ପଞ୍ଚ ଭୁତ ଆକାର

No comments:

Post a Comment