Friday, 10 July 2026

ରଥ ଯାତ୍ରା ରହିଲା ଆଜିକୁ ଲଗେଇ ଚାରିଦିନ

ରଥ ଯାତ୍ରା ରହିଲା ଆଜିକୁ ଲଗେଇ ଚାରିଦିନ ଚତୃର୍ଦ୍ଧା ଯିବେ ଗୁଣ୍ଡିଚା ମାଉସୀ ମାଆର ଘର ଧର୍ମ ଅର୍ଥ କାମ ମୋକ୍ଷ ଚିନ୍ତା ମନରୁ କାଢିଦିଅ ନିରନ୍ତର କେବଳ କଳାଶ୍ରୀମୁଖଙ୍କୁ ସ୍ମରଣ କର

No comments:

Post a Comment