Friday, 10 July 2026

ପ୍ରାଣ ସଖିରେ ଶ୍ୟାମଙ୍କୁ

ପ୍ରାଣ ସଖିରେ ଶ୍ୟାମଙ୍କୁ ଏମିତି ଗଭୀରେ ଚାହାଁନା ଲୋ ତୁଳସୀ ବକ୍ଷରେ ଆତ୍ମା ଲାଖି ରହିବ ମାନ ବାରଣରେ ହରେ ରାମ ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ସୁଧା ଅତି ଦୃଢ କୃଷ୍ଣର ପ୍ରେମ ଫାସ ବାନ୍ଧିବ ଛନ୍ଦା ଚରଣରେ

No comments:

Post a Comment