Friday, 10 July 2026

ଅସୀମ ଶବ୍ଦ ଥିଲା ବ୍ରହ୍ମାଣ୍ଡ କୋଷରେ

ଅସୀମ ଶବ୍ଦ ଥିଲା ବ୍ରହ୍ମାଣ୍ଡ କୋଷରେ ତୋତେ କିଏ କୃଷ୍ଣ ନାମ ଦେଲା ବାଛି କର୍ଣ୍ଣରେ ଶୁଣିଲେ ଆତ୍ମା ଲାଗେ ମିଠା ସଖିରେ କି ଅମୃତ ଯଶୋଦା ଶ୍ରୀବତ୍ସି

No comments:

Post a Comment