Monday 3 June 2024

ମହୁ ଶୋଷିନେଲା ଭଅଁର ପବନ ହରିନେଲା ସୁଗନ୍ଧ

ମହୁ ଶୋଷିନେଲା ଭଅଁର ପବନ ହରିନେଲା ସୁଗନ୍ଧ ମୁହିଁ ଅଧମ କେଉଁ ପୁଷ୍ପ ତୋଳି ସେ ପାଦରେ ଅର୍ପିବି ଯେଉଁ ପଦ୍ମ ପାଦକୁ ସ୍ୱୟଂ କମଳା ନିରନ୍ତର ସେବନ୍ତି ମୁହିଁ ଭକତି ହୀନଟି କେଉଁ ବାହାନାରେ ପାଖକୁ ଯିବି

No comments:

Post a Comment