Sunday 16 June 2024

ଗଭୀର ଜଳେ ପଶି ଜଳକୁ ଖୋଜୁଥିଲି

ଗଭୀର ଜଳେ ପଶି ଜଳକୁ ଖୋଜୁଥିଲି କୁଳକୁ ଆଣିଣ ଅଭୟ ଦେଲେ ଗୋବିନ୍ଦ ରୂପ ମଧୁର ଚରଣ କମଳ ଚାଲି ମଧୁର ଦର୍ଶନ ସ୍ପର୍ଶନ ସମ୍ଭାଷଣ ସକଳ ଆନନ୍ଦ

No comments:

Post a Comment