Sunday 16 June 2024

ଗଭୀର ଜଳରେ ପଶି ମୁହିଁ ଜଳକୁ ଖୋଜୁଛି

ଗଭୀର ଜଳରେ ପଶି ମୁହିଁ ଜଳକୁ ଖୋଜୁଛି ମଦ୍ୟପଟି ଯେହ୍ନେ ମା ଗୃହକୁ ନ ପାଏ ପଥ ମୋର ଚେତନା ହଜିବା ଆଗରୁ ମାଆ ଗୋ ଦର୍ଶନ ଦେଇ ନ ପୂରେଇବୁ କି ମନୋରଥ

No comments:

Post a Comment