Wednesday 19 June 2024

ଏ ସାରା ସଂସାରର ପେଟ ପାଟଣା ବୁଝୁଛ

ଏ ସାରା ସଂସାରର ପେଟ ପାଟଣା ବୁଝୁଛ ପ୍ରଭୁ ହେ ମୋତେ ଟିକେ ସାହାଯ୍ୟ କରନ୍ତ ମୋ ଅଣ୍ଟାରେ ଭକ୍ତିର ଫୁଟା କଉଡି ନାହିଁ ମୋତେ ଏ ଭବ ସାଗରରୁ ଟିକେ ତାରନ୍ତ

No comments:

Post a Comment