Sunday 16 June 2024

ଚେର ଗଣ୍ଡି ଶାଖା ପ୍ରଶାଖା ପତ୍ର ଫୁଲ ଫଳ

ଚେର ଗଣ୍ଡି ଶାଖା ପ୍ରଶାଖା ପତ୍ର ଫୁଲ ଫଳ ସର୍ବ କେବଳ ବ୍ରହ୍ମଦାରୁ ବୋଲି ଏକ ବୃକ୍ଷର ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ଦୁଇ ଭୁଜ ଛାଇତଳେ ସର୍ବ କେବଳ ବିଭୁତି ଦୁଇଟି ଚକାଆଖିର

No comments:

Post a Comment