Saturday 29 June 2024

ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ମହାଯୋଗୀ

ଶ୍ରୀଗୋବିନ୍ଦ ଅଟନ୍ତି ମହାବୈଷ୍ଣବ ଆଉ ମହାଯୋଗୀ ଜୀବର ଯଜ୍ଞ କିବା କର୍ମ ଫଳରେ ନୁହଁନ୍ତି ଅନୁରାଗୀ ବ୍ରାହ୍ମଣ କିବା ବୈଷ୍ଣବ ବୈକୁଣ୍ଠରେ ଥୋଇଲେ ପାଦ ତାହାର ଉଚ୍ଚିଷ୍ଟକୁ କମଳା ଗୋବିନ୍ଦ ଭୁଞ୍ଜିଥାନ୍ତି ମାଗି

No comments:

Post a Comment