Saturday 29 June 2024

ତୁହି ମାଆ ଆପଣାକୁ ନିଷ୍ପାପ ଶିଶୁଟିଏ ଭଳି କରି ମାଆ ଗୋ

ତୁହି ମାଆ ଆପଣାକୁ ନିଷ୍ପାପ ଶିଶୁଟିଏ ଭଳି କରି ମାଆ ଗୋ ବାର ବାର ଉପଦେଶ ଦେଉଅଛୁ କରିବାକୁ ତୋହର ସେବା ମୋର ସୁକ୍ଷ୍ମ ସ୍ଥୁଳ ଶରୀର ପବିତ୍ରତା ପଶୁଠାରୁ ବି ହୀନ ମା ତୋ ପାଦୁକାରେ ଧୋଇ ତୋ ପଣତ କାନିରେ ପୋଛି ଦେବା

No comments:

Post a Comment