Monday 3 June 2024

କାହାର ହୃଦୟ ଅଗଣାରେ ସଦା ସର୍ବଦା ବୁଲୁଥାଉ

କାହାର ହୃଦୟ ଅଗଣାରେ ସଦା ସର୍ବଦା ବୁଲୁଥାଉ କାହାର ପଣତ କାନିର ଖୁଦ ଭଜାକୁ ତୋହର ଆଖି କାହା ପଛେ ପଛେ ଚାଲୁ କାହା ପିଠିରେ ଚାନ୍ଦୁ ହେଉ ମୋ ବାୟା ମନ ତୋତେ କେତେ ଝୁରେ ପ୍ରାଣ ପକ୍ଷୀ

No comments:

Post a Comment