Wednesday 19 June 2024

ଚିନିକୁ ଖୋଜି ଖୋଜି ନ ପାଏ ଖିରିରେ

ଚିନିକୁ ଖୋଜି ଖୋଜି ନ ପାଏ ଖିରିରେ ମୁହିଁ ନିଜେ ପକାଇଥିଲି କୁଆଡେ ଗଲା ଗୋବିନ୍ଦଙ୍କୁ ଆଉଥରେ ଖୋଜି ନ ପାଏ ମୁହିଁ ଆଖିରେ ଦେଖିଅଛି ଏଇଠି ଥିଲା

No comments:

Post a Comment