Sunday 30 June 2024

ପଞ୍ଚ ପ୍ରାଣ ବାୟୁକୁ ଶୁଭ ଶଙ୍ଖ ଛିଦ୍ରରେ ଭରି

ପଞ୍ଚ ପ୍ରାଣ ବାୟୁକୁ ଶୁଭ ଶଙ୍ଖ ଛିଦ୍ରରେ ଭରି ଏହି ଶୁଭ ସନ୍ଧ୍ୟାରେ କରୁଅଛି ମୃଦ୍ୟୁ ନାଦ ପ୍ରାଣ ଶକ୍ତିକୁ ଦିବ୍ୟ ଦୀପରେ ଘୃତ କରିଣ ଶରଣ ଗୋବିନ୍ଦ ଦର୍ଶନ କରେ ମୁଖ ପଦ୍ମ

No comments:

Post a Comment