Saturday 15 June 2024

ଗଭୀର ଜଳେ ପଶି ଜଳକୁ ଖୋଜୁଥିଲି

ଗଭୀର ଜଳେ ପଶି ଜଳକୁ ଖୋଜୁଥିଲି କୁଳକୁ ଆଣି ଅଭୟ ଦେଲେ ପୀତବାସ ସର୍ବଦା ତୋର ପାଶେ ପାଶେ ଅଛି କହି ବଂଶୀବଦନ ଶ୍ରୀଚରଣରେ କଲେ ଦାସ

No comments:

Post a Comment