Wednesday 19 June 2024

ନିଜକୁ ନିଜେତ ମୁହିଁ ଚିହ୍ନି ପାରିଲି ନାହିଁ

ନିଜକୁ ନିଜେତ ମୁହିଁ ଚିହ୍ନି ପାରିଲି ନାହିଁ ଗୋବିନ୍ଦ ହେ ଆପଣଙ୍କୁ ଚିହ୍ନିବି କେମିତି ପ୍ରିୟ ପରିଜନ ଚିହ୍ନା ଅଚିହ୍ନା ଅଣୁ ରେଣୁ ସବୁଠିଁ ଆପଣ ମାୟା କି କରନ୍ତି ଏମିତି

No comments:

Post a Comment