Wednesday 19 June 2024

ଅଗ୍ନିରୁ ସମ୍ଭୁତ ହେଲୁ ମା ଗୋ ଦୁର୍ଗତି ନାଶିନୀ

ଅଗ୍ନିରୁ ସମ୍ଭୁତ ହେଲୁ ମା ଗୋ ଦୁର୍ଗତି ନାଶିନୀ କୋଟିଏ ସୂର୍ଯ୍ୟ ପ୍ରଭାରେ ଝଲସେ ପୂଜା ବେଦି ତୋହର ସନ୍ତାନ ହୋଇ ହୃଦୟ ସମ୍ପୂର୍ଣ ଅନ୍ଧାର କେତେ କହିଲିଣି ନ ଶୁଣୁ ମା କିବା କରିବି ବୁଦ୍ଧି

No comments:

Post a Comment