Wednesday 19 June 2024

ସଞ୍ଚିତ ପୁଣ୍ୟରେ ଦୁଇ ସରି ଘୁଙ୍ଗୁର କିଣିଲି

ସଞ୍ଚିତ ପୁଣ୍ୟରେ ଦୁଇ ସରି ଘୁଙ୍ଗୁର କିଣିଲି ମାତା ପିତାଙ୍କ କୃପାରେ କିଣିଲି ପାଟଶାଢ଼ୀ ମୁହିଁ ନାଚି ନ ଜାଣଇ ହେ ରାଧା ଗୋବିନ୍ଦ ସଜ ହୋଇ ବାଇଶି ପାହାଚ ଆସିଲି ଚଢି

No comments:

Post a Comment