Friday 14 June 2024

ଶୁଦ୍ଧ ଦେହ ମନ ବଚନରେ କର୍ମ କରିବୁ

ଶୁଦ୍ଧ ଦେହ ମନ ବଚନରେ କର୍ମ କରିବୁ ଯେତେ ସବୁ ଫଳ ଫଳିବ ହେବ ସ୍ବାତ୍ତିକ ସ୍ବାତ୍ତିକ ଫଳଟି କେବଳ ଅବଢ଼ା ଯୋଗ୍ୟ ଅବଢ଼ା ସରବେ ଭୁଞ୍ଜନ୍ତି ଆସ୍ତିକ ନାସ୍ତିକ

No comments:

Post a Comment