Saturday 29 June 2024

ତୋ ମୂର୍ତ୍ତି ପାଦରେ ପଡି କାନ୍ଦିବା ଯାହା ହେ ଗୋବିନ୍ଦ

ତୋ ମୂର୍ତ୍ତି ପାଦରେ ପଡି କାନ୍ଦିବା ଯାହା ହେ ଗୋବିନ୍ଦ ତୋ ପାଞ୍ଚ ଭୁତଙ୍କୁ ପ୍ରାଣ ବିକଳରେ କୁଣ୍ଢେଇବା ତାହା ଆର୍ତ୍ତି ଅର୍ଥାର୍ଥି ଜିଜ୍ଞାସୁ ଜ୍ଞାନୀ କିବା ବହୁରୂପୀ ହେବି ମୁଁ ହେ ଗୋବିନ୍ଦ ବଂଶୀରେ ଠାରି ଡାକୁଥିବୁ ଆ ଆ ଆଆ

No comments:

Post a Comment