Thursday 13 June 2024

ଯେଉଁ ଦିନ ଏହି ଦୀନ ଆଉ ଢ଼ୋକି ନ ପାରିବ ତୁଳସୀ ଜଳ

ଯେଉଁ ଦିନ ଏହି ଦୀନ ଆଉ ଢ଼ୋକି ନ ପାରିବ ତୁଳସୀ ଜଳ ସେହି ମୁହୂର୍ତ୍ତ ଅପେକ୍ଷାରେ ମୁଁ ବନ୍ଦୀ ସଂସାର କାରାଗାରେ ଭକ୍ତି ମନ୍ତ୍ର ତନ୍ତ୍ର ହୀନ ହେଲେ ବି ତୋ ସନ୍ତାନ ମାଆ ଗୋ ଥରୁଟିଏ କଣ ପାଖକୁ ଡାକି ଲୁହ ପୋଛିବୁ ନାହିଁ ପଣତରେ

No comments:

Post a Comment