Saturday 29 June 2024

ନଦୀ ପୂର୍ଣତୟା ବହିଯାଏ ସୁଶୀତଳ ଜଳ ବାଣ୍ଟି

ନଦୀ ପୂର୍ଣତୟା ବହିଯାଏ ସୁଶୀତଳ ଜଳ ବାଣ୍ଟି ସ୍ଥାବର ଜଙ୍ଗମ ଯାହାକୁ ସେ ଭେଟଇ ବାଟରେ ଗୋବିନ୍ଦ ଭକତ ଚାଲିଥାଏ ଦେଖାଇ ଧର୍ମ ପଥ କର୍ମ ଧର୍ମ ଯାହାକୁ ଭେଟଇ ସଂସାର ହାଟରେ

No comments:

Post a Comment