Saturday 15 June 2024

କାଆ କାଆ କାଆ କାଉ ଆଜି ରାବୁଥିଲା

କାଆ କାଆ କାଆ କାଉ ଆଜି ରାବୁଥିଲା ମାଆ ମାଆ ମାଆ ଆଜି ଆସିବୁକି ଘରେ କୁଉ କୁଉ କୁଉ ଡାକେ ମୋ ମନ କୋକିଳ ତୋର କୋଳକୁ ଆଉଜି ନେବୁ କି ଥରେ

No comments:

Post a Comment