Thursday 20 June 2024

ଶୁଦ୍ଧି ଅଶୁଦ୍ଧି ପାପ ପୁଣ୍ୟ ମୋହର ନ ଦେଖ

ଶୁଦ୍ଧି ଅଶୁଦ୍ଧି ପାପ ପୁଣ୍ୟ ମୋହର ନ ଦେଖ ଗୋବିନ୍ଦ ହେ ମୁହିଁ ଯେ ନିର୍ଦୋଷ ଶିଶୁ ଭଳି ପଙ୍କ ଜଳ କିବା ପୁଷ୍କରିଣୀ ଠିକଣା ନ ପୂଛ ଗୋବିନ୍ଦ ହେ ମୁହିଁ ଯେ କମଳର ଏକ କଳି 🙏🙏🙏

No comments:

Post a Comment