Tuesday 18 June 2024

ପରମାଣୁଠାରୁ ମନକୁ ଆହୁରି ଟିକିଏ ସୁକ୍ଷ୍ମ କରି ପାରିଲେ

ପରମାଣୁଠାରୁ ମନକୁ ଆହୁରି ଟିକିଏ ସୁକ୍ଷ୍ମ କରି ପାରିଲେ ଶିଶୁ ବୃଦ୍ଧ ନାରୀ ପୁରୁଷ ମୃତ ଜୀବିତ ଆଉ ନ ହୁଅଇ ବାରି ଯହିଁ ଦେଖ କେବଳ ଭକ୍ତ ପ୍ରହଲ୍ଲାଦର ଓଁ ନମୋ ନାରାୟଣ ମୁଣ୍ଡବାଳରୁ ପାଦନଖ ଯାଏ ଲକ୍ଷ୍ମୀ ଶକ୍ତି ରୂପେ ଚଳାନ୍ତି ଧରି

No comments:

Post a Comment