Friday 14 June 2024

କାହା ହୃଦୟର ଅଲିଅଳି ରାଜ ଜେମା ତୁହି ମାଆ

କାହା ହୃଦୟର ଅଲିଅଳି ରାଜ ଜେମା ତୁହି ମାଆ କାହା ମନ ବୃନ୍ଦାବନ କୋଟି ଗୋବିନ୍ଦ ପୂଜା ଫଳ ଧନ୍ୟ ତାହାର ବାତ୍ସଲ୍ୟ ଭକତି ଆଖିରେ ଦେଖେ କୃପାକ୍ଷୀ ତ୍ରିନେତ୍ରା କି ଶୋଭା ଅଙ୍ଗବସ୍ତ୍ର ପଦ୍ମମାଳ

No comments:

Post a Comment