Sunday 16 June 2024

ଏ ଅଥଳ ଭବସାଗର ମୁହିଁ ବୁଡି ଯାଉଅଛି

ଏ ଅଥଳ ଭବସାଗର ମୁହିଁ ବୁଡି ଯାଉଅଛି ମହାବାହୁ ହେ ବେନି ଭୁଜ ପ୍ରସାରି ଉଦ୍ଧାର ପାପ ପଙ୍କରେ ମନ ମୋର ବୁଡି ଯାଉଅଛି ମହାବାହୁ ହେ ସାଧୁସଙ୍ଗ ହୋଇ ସୁଧାର

No comments:

Post a Comment