Sunday 30 June 2024

ଆକାରକୁ ଛାଡି ନିରାକରକୁ ହୃଦୟରେ ସ୍ମରଣ କରନ୍ତେ

ଆକାରକୁ ଛାଡି ନିରାକରକୁ ହୃଦୟରେ ସ୍ମରଣ କରନ୍ତେ କ୍ଷଣଟିଏ ବି ପଦ୍ମାସନରେ ବସିବାକୁ ଅକ୍ଷମ ଚଞ୍ଚଳ ମନ ଉଷୁନା ବୀଜରୁ ହୋଇବ ଅଙ୍କୁର ନୀଳକନ୍ଦର ବ୍ରହ୍ମଦାରୁ ଥରୁଟିଏ କିବା ତଥାସ୍ତୁ ବୋଲିବେ ସାଲବେଗ ଭକ୍ତି ଧନ

No comments:

Post a Comment