Tuesday 18 June 2024

ଜମି ଚଷି ନ ଜାଣି ଉଷୁନା ଧାନକୁ ବୁଣିଲି

ଜମି ଚଷି ନ ଜାଣି ଉଷୁନା ଧାନକୁ ବୁଣିଲି ମୋ ବଢିଭୋର ସପନ ସତ ହୋଇବ କି ଗର୍ଭଣା ସଂକ୍ରାନ୍ତିକୁ କ୍ଷେତ ଥୋଡ ଧରିବ ରଥଯାତରାକୁ ନନ୍ଦସୁତ ଖିରି ଖାଇବ କି

No comments:

Post a Comment