Thursday 20 June 2024

ଶ୍ୟାମା ଗୋ ମନ ସର୍ବଦା ସଂସାର ସଂସାର

ଶ୍ୟାମା ଗୋ ମନ ସର୍ବଦା ସଂସାର ସଂସାର ଫେରିବା କଥାଟି ସମ୍ପୂର୍ଣ ଦେଇଛି ପାଶୋରି ମାଆ ଗୋ ତୁ ଦୟାକଲେ ମନ ମୁକ୍ତ ହୁଅନ୍ତା ମନକୁ ଶୁଣାନ୍ତି ଗୋବିନ୍ଦଙ୍କ ମଧୁର ବାଂଶୁରୀ

No comments:

Post a Comment