Sunday 30 June 2024

ଭଵ ସରୋବରରେ ଖେଳୁଛି ପରମ ହଂସ

ଭଵ ସରୋବରରେ ଖେଳୁଛି ପରମ ହଂସ ଅତ୍ୟନ୍ତ ଦିବ୍ୟ ଶୁଭ ଧବଳ ହଂସର ଶରୀର ନୀଳକନ୍ଦର ବ୍ରହ୍ମଦାରୁ ଶାଖାକୁ ତାର ବାଞ୍ଛା ଅଖଣ୍ଡ ଜପଇ ତୁମେ ମୋହର ମୁହିଁ ତୁମର

No comments:

Post a Comment